ସରଗ କୁ ନେବେ l SARAGA KU NEBE l HUMAN SAGAR ll DANCE VIDEO Il NEW ODIA CHRISTIAN SONG ll PN MUSIC
ସରଗ କୁ ନେବେ l SARAGA KU NEBE l HUMAN SAGAR ll DANCE VIDEO Il NEW ODIA CHRISTIAN SONG 2023 ll PN MUSIC ________________________________________________________ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମର ଗୌରବ ହେଉ ମୁଁ ଆପଣ ମାନଙ୍କର ଭାଇ ପ୍ରଫୁଲ ନାୟକ। ସମସ୍ତ ଶ୍ରୋତା ମଣ୍ଡଳୀକୁ Prafulla Nayak youtube channel ତରଫରୁ ଖ୍ରୀଷ୍ଟୀୟ ନମସ୍କାର, 🙏 , ଅଭିନନ୍ଦନ ଜଣାଏ l ସେହି ଯୀଶୁଖ୍ରୀଷ୍ଟ ଙ୍କୁ ହିଁ ଏକ ମାତ୍ର ପଥ ଅଟନ୍ତି, ଯିଏ କି ଆମକୁ ସ୍ୱର୍ଗ କୁ ନେବେ ଏହା ଆଜିର ଖ୍ରୀଷ୍ଟୀୟ ମଣ୍ଡଳୀ ବୁଝିବା ଉଚିତ। ଆଜି ଜଗରତରେ ଅ ପବିତ୍ରତା ବଢ଼ିବାରେ ଲାଗିଛି ।ଆଜିର କେତେକ ଦୁର୍ବଳ ଖ୍ରୀଷ୍ଟୀୟ ଜୀବନ ପାଇଁ ଗୀତ ଟି ଆଶୀର୍ବାଦ ର ବିଷୟ ନିଶ୍ଚୟ ହେବ ତାଙ୍କୁ ଜାଣିବା ନିମନ୍ତେ ଏକ ଶିକ୍ଷା ହେବ l ଏଣୁ ଏହି ନୂଆ ମନଛୁଆଁ ଓ ହୃଦୟସ୍ପର୍ଶୀ ଗୀତ "SARAGA KU NEBE"(Dance Video) କୁ ଯାହାକି ହୁମାନ ସାଗର କଣ୍ଠ ଦାନ କରିଛନ୍ତି l ଗୀତ କୁ ଶୁଣନ୍ତୁ ଓ ଆଶୀର୍ବାଦ ର ସହଭାଗୀ ହୁଅନ୍ତୁ । ଆଶା ରଖୁଛୁ ଏହି ନୂଆ ମନଛୁଆଁ Dance ଗୀତଟି ନିଶ୍ଚୟ ଆପଣ ମାନଙ୍କ ମନ ଓ ବାସ୍ତବ ପ୍ରେମକୁ ବୁଝିବା ନିମନ୍ତେ ସହାୟକ ହେବ। ଗୀତଟି ଯେପରି ପ୍ରଭୁଙ୍କର ଗୌରବ ଉଦ୍ଧେଶ୍ୟରେ ବ୍ୟବହୃତ ହେଇ ପାରିବ ଓ ଆମର ପରିଶ୍ରମ ସାର୍ଥକ ହେଇ ପାରିବ ଏଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। ଧନ୍ୟବାଦ। Praise The Lord. ------------------------------------------------------------------ SONG CREDITS : * Song :SARAGA KU NEBE ( Dance Video) * Singer : HUMAN SAGAR (Ollywood Singer) * Lyrics And Music : SALEM LIMA * Programming & Arrengement :BAPI SAMAL * Camera & Edit : BRO JYOTY BASU * Poster Design : BR UMESH *Production : PRAFULLA NAYAK (PN MUSIC) * Music label :PRAFULLA NAYAK * Dance : B K Dance Group *Special Thanks : JYOTI BASU BHAI , AD ODIA * WhatsApp,Contact :9348779154 _________________________________________ !!* ANTI-PIRACY WARNING *!! This content is copyright to Prafulla Nayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented. ଦୟାକରି ଏହି ଗୀତ ର copy କରନ୍ତୁ ନାହିଁ ଯଦି କରିବେ ତେବେ ଆମେ Copyrights Claim ଦେବାକୁ ବାଧ୍ୟ ହେବୁ l _________________________________________ ******ସରଗ କୁ ନେବେ******* ବିଚାର କରିବେ .....ସରଗକୁ ନେବେ... କରିବାକୁ ତାଙ୍କ ପ୍ରଜା..........ଆସୁଛନ୍ତି ଦେଖ ସିୟୋନର ରାଜା ମେଘରଥେ ଗୈାରବେ ଆସୁଛନ୍ତି ଯୀଶୁ ରାଜା ତୂରୀ ଶବ୍ଦେ ଦୂତ ସାଥେ ଆସୁଛନ୍ତି ଯୀଶୁ ରାଜା(୨) ବର ବେଶେ ଦେଖ ଆସୁଛନ୍ତି ରାଜା(୨) ବିଚାର କରିବେ ସରଗକୁ ନେବେ(୨) କରିବାକୁ ତାଙ୍କ ପ୍ରଜା ଆସୁଛନ୍ତି ଦେଖ ସିୟୋନର ରାଜା(୨)(ଘୋଷା) (୧) ବିଳମ୍ବ ନ କରି ଫେରି ଆସ ଜଗତ ଜନ ଅମ୍ଳାନ ମୁକୁଟ ଦେବେ ସଦାପ୍ରଭୁ ଯେ ଆମ(୨) କରିନାହଁ ଯଦି ଆପଣା ବସ୍ତ୍ରକୁ ମଳିନ ଶୁକ୍ଲବସ୍ତ୍ର ନିଶ୍ଚେ କରିବ ଯେ ତୁମେ ପରିଧାନ ବିଚାର କରିବେ ସରଗକୁ ନେବେ(୨) କରିବାକୁ ତାଙ୍କ ପ୍ରଜା କନ୍ଯା ରୁପେ ତୁମେ ହୁଅ ସାଜ ସଜ୍ଜା ଆସୁଛନ୍ତି ଦେଖ ସିୟୋନର ରାଜା ୨ ନୂତନ ପ୍ରୁଥିବୀ ନୂତନ ଆକାଶ ମଣ୍ଡଳ ଧାର୍ମିକମାନଙ୍କ ପାଇଁ ହେବ ଆବାସସ୍ଥଳ(୨) ନ ରହିବ ଦୁଃଖ କ୍ଲେଶ ଆଉ ତୃଷିତ ପ୍ରାଣ ପ୍ରଶଂସା ଗୈାରବେ ନିରତେ ବିତିବ ଯେ ଦିନ ବିଚାର କରିବେ ସରଗକୁ ନେବେ(୨) କରିବାକୁ ତାଙ୍କ ପ୍ରଜା କନ୍ଯା ରୂପେ ତୁମେ ହୁଅ ସାଜସଜ୍ଜା ବର ବେଶେ ଦେଖ ଆସୁଛନ୍ତି ରାଜା(୨) ########### #HUMAN SAGAR #ananyanandachristiansongs #humansagarchristiansongs #premaramula #premaramulachristiansong #odiadevotionalsongs #odiaworshipsongs #pnmusic #prafullanayakmusic #prafullanayak #salemlima #bapisamal #subhamsamal #prativastudio _________________________________________